Guzar Jayega...': Amitabh Bachchan Beautiful Inspiring Poem On COVID-19 | NandighoshaTV |
![]() |
' ଗୁଜର ଯାଏ, ଗୁଜର ଯାଏଗା , ୟେ ୱକ୍ତ ଗୁଜର ଯାଏଗା' । କରୋନା ସହ ମୁକାବିଲା ପାଇଁ ଗତ ୩ଦିନ ପୂର୍ବରୁ ଏପରି ଏକ କବିତା ସୋସିଆଲ ମିଡିଆରେ ସେୟାର କରିଥିଲେ ବିଗ୍ ବି ଅମିତାଭ ବଚ୍ଚନ । ଆସନ୍ତୁ ଶୁଣିବା ।
Guzar Jayega...': Amitabh Bachchan Beautiful Inspiring Poem | NandighoshaTV |