♫musicjinni

MAHAMARIRU RAKHYA KARA | ମହାମାରୀରୁ ରକ୍ଷା କର | ASIMA PANDA | NEW ODIA CHRISTIAN SONG | AMIT BADANAYAK

video thumbnail
MAHAMARIRU RAKHYA KARA || ମହାମାରୀରୁ ରକ୍ଷା କର || NEW ODIA CHRISTIAN SONG 2021 || ASIMA PANDA || FULL HD VIDEO || NEW ODIA VIRAL SONG || AMIT BADANAYAK ||


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ସମସ୍ତଙ୍କୁ ନମସ୍କାର। ପ୍ରଭୁଙ୍କ ପ୍ରଶଂସା ଓ ଗୌରବ ଉଦ୍ଦେଶ୍ୟରେ ଏକ ଭିନ୍ନ ସ୍ୱାଦର ଓ ଦୁଃଖ ଭରା ଖ୍ରୀଷ୍ଟୀୟ ଭକ୍ତି ଗୀତ ପ୍ରସ୍ତୁତ କରାଯାଇଛି।

ବର୍ତ୍ତମାନ ସମଗ୍ର ପୃଥିବୀରେ କରୋନା ମହାମାରୀ ର ଦ୍ୱିତୀୟ ଲହରୀ ତା'ର କାୟା ବିସ୍ତାର କରିଛି। ସମସ୍ତଙ୍କ ମନରେ ଭୟ ଆତଙ୍କ ଖେଳି ଯାଉଛି । ଅନେକ ଜୀବନ ଅକାଳରେ ଚାଲି ଯାଉଛି। ଏ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ କେବଳ ଯୀଶୁ ଖ୍ରୀଷ୍ଟ ହିଁ ସାହା ଭରସା ଅଟନ୍ତି। ଏଣୁ ଏ କରୋନା ମହାମାରୀ ଉପରେ ଆଧାରିତ ଏହି ହୃଦୟସ୍ପର୍ଶୀ ଗୀତ କୁ ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଅତି ଭାବପ୍ରବଣତାର ସହିତ କଣ୍ଠଦାନ କରିଛନ୍ତି । ଗୀତ ଶୁଣନ୍ତୁ ଏବଂ ପ୍ରଭୁଙ୍କ ଠାରେ ଭରସା ରଖନ୍ତୁ ସେ ନିଶ୍ଚିତ ରୂପେ ଏ ଭୟାନକ ଅଦୃଶ୍ୟ ଯନ୍ତ୍ରଣାଦାୟକ ମହାମାରୀରୁ ରକ୍ଷା କରିବେ।

ଆଶା କରୁଛୁ ଏହି ଗୀତ ଶୁଣିବା ଦ୍ୱାରା ସମସ୍ତେ ପ୍ରଭୁଙ୍କର ନିକଟତର ହେବାକୁ ତତ୍ପର ହେବା ସହିତ ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ନିଜକୁ ପ୍ରସ୍ତୁତ କରିବେ । ଦେଖିବାକୁ ଭୁଲନ୍ତୁ ନାହିଁ । ଆମର ପରିଶ୍ରମ ଯେପରି ସାର୍ଥକ ହେବ ଏଥିନିମନ୍ତେ ପ୍ରାର୍ଥନାରେ ତୋଳି ଧରନ୍ତୁ।

Full Lyrics

ହେ ଈଶ୍ୱର ପରମେଶ୍ବର
ମହାମାରୀରୁ ରକ୍ଷା କର ....ହୋ
ଏ ଜଗତ ଆଉ ନାହିଁ ସୁରକ୍ଷିତ
ଲାଗେ ଭୟଭୀତ ଭାରି ଅସ୍ତବ୍ୟସ୍ତ
ବଞ୍ଚିବାର ଆଶା ନାହିଁ କାହାର ...
ମହାମାରୀରୁ ରକ୍ଷା କର .......=୦=

ଯୁଆଡ଼େ ବି ଗଲେ ଯୋଉଠି ବି ଗଲେ
ସବୁଠି କରୋନାର ଭୟ
ଶୁଭେ ହାହାକାର କ୍ରନ୍ଦନର ସ୍ବର
କୋଉଠି ନେବୁ ଆଶ୍ରୟ
ଆସିଛି ଘନେଇ ଏ ପୃଥିବୀ ପାଇଁ
ଏମିତିକା ଦୁଃଖ ସମୟ
କୋଉଠି ଲୁଚିବୁ କେମିତି ବଞ୍ଚିବୁ
କିଛି ତ ନାହିଁ ଉପାୟ
ଏ ବିନାଶ କାଳେ ତୁମେ ହିଁ ଭରସା
ଏ ସଙ୍କଟ ବେଳେ ତୁମେ ଏକା ଆଶା
ତୁମ ବିନା କିଏ ସାହା ଆମର
ମହାମାରୀରୁ ରକ୍ଷା କର ........=୧=

ସୁନା କିବା ରୂପା ଧନ କି ସମ୍ପତ୍ତି
କାମରେ ଆସୁନି କିଛି
ମନୁଷ୍ୟର ବୁଦ୍ଧି ଜ୍ଞାନ କଉଶଳ
ସବୁ ତ ବିଫଳ ହେଉଛି
ତୁମ କ୍ରୋଧ ଦିନ ପାଖେଇ ଆସିଛି
ଏହା ତ ପ୍ରମାଣ ଦେଇଛି
ବାକ୍ୟ ଅନୁସାରେ ପୃଥିବୀ ପୃଷ୍ଠରେ
ଏ ସବୁ ଘଟି ଆସୁଛି

ତୁମେ ଏକା ଯୀଶୁ ସୁରକ୍ଷା ପ୍ରାଚୀର
ତୁମେ ଦୃଢ଼ ଦୁର୍ଗ ଆଶ୍ରୟ ନଗର
ଏଇ ସଙ୍କଟରୁ କର ଉଦ୍ଧାର ...
ମହାମାରୀରୁ ରକ୍ଷା କର.........=୨=

SONG CREDITS :

* Song : Mahamariru Rakhya Kara

* Singer : Asima Panda (Ollywood)

* Lyrics : Amit Badanayak

* Music : Amit Badanayak (8895583382)

* Programming & Arrangement : Bapi Samal

* Flute : Prafful

* Recording & Mastering : MRR Studio, Cuttack

* Recording by : Bunu Bhai

* Camera & Edit : Digital Crew , Cuttack

* DOP : Bapi Bhai

* Production : AB Music

* Banner : AB Music

* Poster Design : Gagan Murali

* Special Thanks : DC Nayak Sir

* Music label : AB music

* WhatsApp : 8895583382,7978601423

* Contact : 7978601423,8895583382

ଅନ୍ୟ ସମସ୍ତ ସୁପର୍ ହିଟ୍ ଖ୍ରୀଷ୍ଟିଆନ ଗୀତର Link

ରେ ମନ (Humane Sagar) Full HD Video
https://youtu.be/quUbDXftqRM

ପ୍ରଶଂସା ହେଉ ତୁମର (Amit Pani)
https://youtu.be/dgj1PiwBsiw

ଆରାଧ୍ୟ ଈଶ୍ୱର (Ira Mohanty)
https://youtu.be/mOQz13J5aTk

ଶୁଣ ମୋର କ୍ରନ୍ଦନ (Studio Version)
https://youtu.be/12UrulBfclg

ହେ ପ୍ରିୟ ଯୀଶୁ (FULL HD VIDEO)
https://youtu.be/pWQCsegILJ0

ବଡେ ବଡେ ଦୁଃଖ୍ ଆଇସି ତା (Bidyut Bhatra)
https://youtu.be/d4gr5r6MPdI

କାନ୍ଦେ ଆଜି ମୋ ଅନ୍ତର
https://youtu.be/Ex51Pdx7pcU

ମୋ ପାଇଁ କ୍ରୁଶେ ଗଲ ମରି
https://youtu.be/9I2mvt3KuQQ

ଲହୁ ଭିଜା ଲଲାଟ (Studio Version)
https://youtu.be/P1HdiLMYIXM

ମୁଁ ଯେ ଅକିଞ୍ଚନ (Studio Version)
https://youtu.be/GDsKytYi-1s

ହେ ପ୍ରଭୁ (Full HD Video)
https://youtu.be/aClhYtRQOf8

କେଡ଼େ ପ୍ରେମ କଲେ ବୋଲି (Studio Version)
https://youtu.be/3PmsV5soudM

ହେ କ୍ରୁଶଧାରୀ (Studio Version)
https://youtu.be/g_BiXypUW4c

କମ୍ପିଉଠେ ଏ ଧରା ଧାମ (Studio Version)
https://youtu.be/ooUFLhFmFr4

କମ୍ପିଉଠେ ଏ ଧରା ଧାମ (Dance Video)
https://youtu.be/MLb0U8NY37g

କେତେବେଳେ ଚାଲିଯିବ ଜୀବନ (Full Video)
https://youtu.be/2PC9FlBJKUE

କେତେ କାଳରେ ମନ (Studio Version)
https://youtu.be/A2TWgMABDiU

କେତେ କାଳରେ ମନ (Music Video)
https://youtu.be/_Fpubwfz5ng

ସତର୍କ ଟିକେ ରୁହ (Studio Version)
https://youtu.be/OPjVQi4KCM8

ଶେଷ ଘଣ୍ଟି ( Full Video)
https://youtu.be/1UL2Vx33-ag

ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
https://youtu.be/ZbQgJTrAjH8


#mahamarirurakhyakara
#asimapandanewsong
#asimapandanewchristiansongs
#asimapandanewodiachristiansong
#aseemapanda
#newodiaviralsong
#newodiachristiansong
#latestodiachristiansong
#aseemapandachristiansongs
#newodiachristiansong2021
#amitbadanayakchristiansongs
#latestodiachristiansongs
#odiachristiansong
#odiachristiansongs2021
#newodiachristiansong
#amitbadanayak
#humanesagar
#amitpani
#bapisamal
#abmusic
#amitpanichristiansongs
#humanesagarchristiansongs

Disclaimer :-
I do not own nor claim to own anything in this video clips, small images and other video footages are the sole property of rightful and lawful owners.
Absolutely no copyright intended this is for sharing purposes only.

Copyright Disclaimer Under Section 107 of the Copyright Act 1976 allowance is made for "fair use" for purposes such as criticism,
comment, news reporting, teaching, scholarship and research. Fair use is a used permitted by copyright statute that might otherwise be infringing.Non- profit, educational and personal use tips the balance in favour of fair use.

!!* ANTI-PIRACY WARNING *!!

This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

MAHAMARIRU RAKHYA KARA | ମହାମାରୀରୁ ରକ୍ଷା କର | ASIMA PANDA | NEW ODIA CHRISTIAN SONG | AMIT BADANAYAK

Nirabe Sahila//Salman Paul //Jagat Jiban Jenna//New Odia Christian Song//New Christian Song2021

Corona Kheluchi Mrutyu Ra Tandaba || Humane Sagar || New Odia Corona Awareness Song

Corona Kheluchi Mrutyu Ra Tandaba | Humane Sagar | New Odia Corona Awareness Song |Odia Music Video|

new odia jisu video /jhulila mo pain krushare/2021

ASHIMA PANDA || TUI CHRISTIAN TEASER || SEMI-KORAPUTIA CHRISTIAN SONG || SALEM BABU ||

🪅इतना अजीब होली का असली नाम 🤔😱|| #short, #viral,

Disclaimer DMCA