♫musicjinni

ମଳକଣ୍ଟକ – କ’ଣ ଏହାର ଚିକିତ୍ସା? | Dr Biswajit Mohapatra on Anal fissure in Odia | Causes & Symptoms

video thumbnail
#AnalFissure #OdiaHealthTips #DoctorAdvice

ବର୍ତ୍ତମାନର ଜୀବନଶୈଳୀ ଓ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ହେଉଛି ଅର୍ଶ ଓ ମଳକଣ୍ଟକ ଭଳି ମଳଦ୍ୱାର ଜନିତ ରୋଗର ମୂଳ କାରଣ। ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କର ମଳକଣ୍ଟକ ଭଳି ସମସ୍ୟା ଦେଖାଦେଉଛି। ତେବେ ମଳକଣ୍ଟକ କାହିଁକି ହୁଏ ଓ ଏହି ସମସ୍ୟାର ଚିକିତ୍ସା କେମିତି ହୁଏ? ଏନେଇ କ’ଣ କହୁଛନ୍ତି ବିଶିଷ୍ଟ ଲାପାରୋସ୍କୋପିକ୍‌ ସର୍ଜନ ଡାକ୍ତର ବିଶ୍ୱଜିତ ମହାପାତ୍ର, ଆସନ୍ତୁ ଜାଣିବା।

Today's lifestyle and unhealthy eating habits are the root causes of Hemorrhoids and Anal fissures. Nowadays, most people have problems with fissures. So why do you have an anal fissure and how to treat this disease? Let's find out more from Dr Biswajit Mohapatra, a Laparoscopic Surgeon.

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at hello@odicast.com

Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ମଳକଣ୍ଟକ – କ’ଣ ଏହାର ଚିକିତ୍ସା? | Dr Biswajit Mohapatra on Anal fissure in Odia | Causes & Symptoms

ମଳକଣ୍ଟକ: କେମିତି ପାଇବେ ମୁକ୍ତି? | Anal Fissures in Odia | Symptoms & Treatment | Dr Manas Kumar Behera

ଅର୍ଶ – କେମିତି ଭଲ ହେବ? | Treatment of Piles in Odia (Haemorrhoids) | Dr Biswajit Mohapatra

ଭଗନ୍ଦର କାହିଁକି ହୁଏ? | Dr Biswajit Mohapatra on Anal Fistula in Odia | Causes & Symptoms /(Bhagandar)

ପାଇଲ୍ସ କେମିତି କରିବେ ଦୂର? | Piles (Haemorrhoids) in Odia | Signs & Treatment | Dr Biswajit Mohapatra

ଅର୍ଶ ସର୍ଜରୀ ପରେ କ’ଣ ଖାଇବେ? | Dr Biswajit Mohapatra | #Shorts

Disclaimer DMCA