♫musicjinni

Khoka Bhainka Gita Te Pari - Lyrical Video | Ashutosh Mohanty | Sidharth TV | Sidharth Music

video thumbnail
ଅକ୍ଷୟ ମହାନ୍ତି- ଖୋକା ଭାଇ.. ଖୋକା ଭାଇଂକ ଗୀତ ଖୁବ୍ ସୁରୀଲା ,ଖୁବ୍ ମନଛୁଆଁ.. ତାଂକ ଗୀତ ଶୁଣିଲେ ଯେମିତି ଲାଗେ ତୋ କଥା ଠିକ୍ ସେମିତି ଲାଗେ.. ତୋ କଥା , ତୋ ଆଖି, ତୋ ଓଠ , ତୋ ହସ ସବୁକିଛି ଖୁବ୍ ସୁରିଲା... ଆଉ ତୋ ପ୍ରେମ ତା ଠାରୁ ଆହୁରି ସୁରିଲା...

Song : Khoka Bhainka Gita Te Pari
Singer : Ashutosh Mohanty
Lyrics : Arun Mantri
Music Director : Shantiraj Khosala

Recorded At: Sidharth Music Studio.
Voice Dubbing & Mixing By: Swapnajit Sabat & Munna at Sidharth Music Studio
Mastering By: Sitaram Agrawal & Swapnajit Sabat at Sidharth Music Studio
Banner : Sidharth TV
Producer : Sitaram Agrawal & Namita Agrawal
Music Label : Sidharth Music

ଖୋକା ଭାଇଙ୍କ ଗୀତଟେ ପରି...
ତୋକଥା ଲାଗେ ସୁରିଲା ଭାରି..
ଥରେ ଶୁଣୁ ଶୁଣୁ ହୁଏ ଗୁଣୁ ଗୁଣୁ
ଶୁଣେ ମୁଁ ଆଉ ଥରେ..
ମନ ଦେଲି ଧିରେ ଧିରେ
ପ୍ରେମ କଲି ଧିରେ ଧିରେ
ତତେ ଏଇ ଜୀବନରେ..
ପ୍ରିୟାରେ... ପ୍ରିୟାରେ..

ଆଖି ତୋର ନୀଳ ନୀଳ ବଂଗୋପସାଗର
ତୋ ଚେହେରା କମକୁଟ କୋଣାର୍କ ମନ୍ଦିର
ଥରେ ଦେଖୁ ଦେଖୁ ପୁଣି ଦେଖିବାକୁ
ଚାହେଁ ମୁଁ ଆଉ ଥରେ..
ମନ ଦେଲି ଧିରେ ଧିରେ..
ପ୍ରେମ କଲି ଧିରେ ଧିରେ..
ତତେ ଏଇ ଜୀବନରେ...
ପ୍ରିୟାରେ... ପ୍ରିୟାରେ...
କଥା କୁହା ଚିତ୍ରଟେ ତୁ ଯତୀନ୍ ଦାସ୍ ଅଂକା
ରୋମାଣ୍ଟିକ କବିତା ତୁ ମାନ୍ ସଂ ଲେଖା
ଥରେ ପଢୁ ପଢୁ ମହୁ ଜୁଡୁବୁଡୁ
ବୁଡେ ମୁଁ ଆଉ ଥରେ
ମନ ଦେଲି ଧିରେ ଧିରେ
ପ୍ରେମ କଲି ଧିରେ ଧିରେ
ତତେ ଏଇ ଜୀବନରେ..
ପ୍ରିୟାରେ... ପ୍ରିୟାରେ...

For Caller Tunes:
OPERATOR CODES:
Vodafone Subscribers Dial 5378862551
Airtel Subscribers Dial 5432116000181
Idea Subscribers Dial 567898862551
Tata DoCoMo Subscribers sms SET 8862551 To 543211
BSNL (South / East) Subscribers sms BT 8862551 To 56700
Aircel (South / East) Subscribers sms DT 8862551 To 53000
Tata Indicom Subscribers sms WT 8862551 To 12800
Uninor Subscribers sms ACT CT 8862551 To 51234
BSNL (North / West) Subscribers sms BT 6482689 To 56700
Aircel (North / West) Subscribers sms DT 6482689 To 53000

"Sidharth Music" ଏବଂ "Sidharth TV" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Sidharth Music" ଏବଂ "Sidharth TV" ର YouTube Channelକୁ Subscribe କରନ୍ତୁ ଓ Bell ର Button 🔔 ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I

#SidharthMusic #SidharthTV #SitaramAgrawal #NamitaAgrawal

#SidharthMusic #SidharthTV #SidharthBhakti #NamitaAgrawal

Khoka Bhainka Gita Te Pari - Lyrical Video | Ashutosh Mohanty | Sidharth TV | Sidharth Music

Disclaimer DMCA