♫musicjinni

JAGARITA HUA,ଜାଗରିତ ହୁଅ,ODIA CHRISTIAN SONG, SRIKANTH KORAD & ASIMA PANDA,ENTRANCE SONG,SK Music

video thumbnail
JAGARITA HUA,ଜାଗରିତ ହୁଅ,ODIA CHRISTIAN SONG, SRIKANTH KORAD & ASIMA PANDA,ENTRANCE SONG,SK Music



Song Credits

* Song - Jagarita Hua
* Singer - Srikanth & Asima Panda
* Lyrics - Late. Suresh chandra Nayak
* Music - Sushil-Srikanth
* Programmed & arranged - Subham Samal
* Producer - Gupteswara Panda
* Recorded at - Smruti studio, BBSR
* Mix & Mastered - Smruti ranjan Samal
* Camera & Edit - Chiku
* Poster - Chiku

Special thanks - Bro. Digvijay (ilu), Saroj Nayak,

WhatsApp /Contact - 7978993945

Song Lyrics

ଜାଗରିତ ହୁଅ ହେ ଖ୍ରିଷ୍ଟ ସନ୍ତାନ
ଆହେ ପରିଶ୍ରାନ୍ତ ଭାର ଗ୍ରସ୍ତ ଗଣ
ଏ ଶୁଭ ବେଳାରେ ତାଙ୍କ ଶ୍ରୀ ଛାମୁରେ
ଆନନ୍ଦେ କର ଗାୟନ - 2
ଜାଗରିତ ହୁଅ.....

ଅନୁପମ ତୁମେ ଅନୁରାଗ ତୁମେ
ଆରାଧ୍ୟ ସତ୍ୟ ଇଶ୍ୱର
ଅଗତି ର ଗତି ଅନାଥ ର ନାଥ
ହେ ପିତା ପରମେଶ୍ୱର
ତାଙ୍କ ଠାରେ ନିଅ ଶରଣ
ଆନନ୍ଦେ କର ଗାୟନ -2
ଜାଗରିତ ହୁଅ.....

ତୁମେ ଆଲ୍ଫା ମେଗା ତୁମେ ଦୁଃଖୀ ସଖା
ରାଜା ମାନଙ୍କର ରାଜା
ଭରିଦିଅ ହୃଦେ ଆମ ଜୀବନରେ
ଦିବ୍ୟ ପୁଲକ ଧାରା
ତାଙ୍କ ଠାରେ ନିଅ ଶରଣ
ଆନନ୍ଦେ କର ଗାୟନ - 2
ଜାଗରିତ ହୁଅ....




#asimapandanewsong
#asimapanda
#newodiachristiansong2023
#aseemapanda
#odiachristiansong
#odiasong
#humansagarnewsong
#diptirekhapadhisong
#odiachristian

JAGARITA HUA,ଜାଗରିତ ହୁଅ,ODIA CHRISTIAN SONG, SRIKANTH KORAD & ASIMA PANDA,ENTRANCE SONG,SK Music

New ❣️ Jesus ❣️ Odia 💞 Christian song 💞. // #jesus #esak

New Christian song 💞 ||new odia Christian song status ||odia video // #esak #jesus

Disclaimer DMCA