ପ୍ରେମ ର ମୁଲ || PREMA RA MULA ||ANANYA SRITAM NANDA || NEW ODIYA CHRISTIAN SONG 2022 ||STUDIO VERSION |
![]() |
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ସମସ୍ତଙ୍କୁ ନମସ୍କାର । ପ୍ରଭୁଙ୍କ ପ୍ରଶଂସା ଓ ଗୌରବ ଉଦ୍ଦେଶ୍ୟରେ ଏକ ଭିନ୍ନ ସ୍ବାଦର ଓ ଶ୍ରୁତି ମଧୁର ଖ୍ରୀଷ୍ଟୀୟ ଭକ୍ତି ଗୀତ ପ୍ରସ୍ତୁତ କରାଯାଇଛି । ଗୀତର ଲେଖା , ସ୍ବର ସଂଯୋଜନା , ସଙ୍ଗୀତ ପରିଚାଳନା ଓ ଗାୟନ ଶୈଳୀ ଅତ୍ୟନ୍ତ ଚମତ୍କାର ଶୈଳୀରେ ନିର୍ମିତ କରାଯାଇଛି ।
ଆଶା କରୁଛୁ ଏହି ଗୀତ ମାଧ୍ୟମରେ ପ୍ରଭୁଙ୍କର ପ୍ରଶଂସା ହେବା ସହିତ ଖ୍ରୀଷ୍ଟୀୟ ଭାଇ ଭଉଣୀ ମାନଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ସହାୟକ ହେବ । ଦେଖିବାକୁ ଭୁଲନ୍ତୁ ନାହିଁ।ଆମର ପରିଶ୍ରମ ଯେପରି ସାର୍ଥକ ହେବ ଏଥିନିମନ୍ତେ ପ୍ରାର୍ଥନାରେ ତୋଳି ଧରନ୍ତୁ । Praise The Lord. Song Lyrics 👇 ପ୍ରେମର ମୂଲ ହୋ.... ପ୍ରେମର ମୂଲ କେବେ ତୁ ବୁଝିବୁ କେବେ ତୁ ଜାଣିବୁ ଚାହିଁଛନ୍ତି ତୋର ଅଫେରା ବାଟକୁ ଫେରିଆ×୩ ପାପୀ ଯୀଶୁଙ୍କ ପାଖକୁ (୨) କେତେ ତୁ ବୁଡି ରହିବୁ ଏ ଭବ ସାଗରେ କାହିଁକି ଘୂରି ବୁଲୁଛୁ ଏ ସଂସାରରେ ଫେରିଆ×୩ ପାପୀ ଯୀଶୁଙ୍କ ପାଖକୁ (୨) (ଘୋଷା) ୧ ତାଙ୍କ ପ୍ରେମ ଭୁଲିଗଲୁ ଯୀଶୁଙ୍କୁ ତୁ ଛାଡିଦେଲୁ କିଏ ବାଧା ଦେଲା ବନ୍ଧୁ ତୋ ଜୀବନରେ ଜଗତର ସୁଖଟେ ପାଇଁ ସରଗର ସୁଖକୁ ଛାଡି କି ଲାଭ ପାଇଲୁ ଏ ଜଗତରେ(୨) କେବେ ତୁ ବୁଝିବୁ କେବେ ତୁ ଜାଣିବୁ ଚାହିଁଛନ୍ତି ତୋର ଅଫେରା ବାଟକୁ ଫେରିଆ×୩ ପାପୀ ଯୀଶୁଙ୍କ ପାଖକୁ (୨) 2 ଆଉ କେବେ ଫେରିବୁତୁ ପାପ କର୍ମ ଛାଡି ସବୁ ବୁଝିଜା ତାଙ୍କ ପ୍ରେମକୁ ତୋ ଜୀବନରେ ଯଦି ଛାଡି ଦବୁ ଯୀଶୁଙ୍କୁ ଭଲପାଇ ଏ ଜଗତକୁ ହରାଇବୁ ଅମୁଲ୍ଯ ପ୍ରେମ ସଂସାରରେ କେବେ ତୁ ବୁଝିବୁ କେବେ ତୁ ଜାଣିବୁ ଚାହିଁଛନ୍ତି ତୋର ଅଫେରା ବାଟକୁ ଫେରିଆ×୩ ପାପୀ ଯୀଶୁଙ୍କ ପାଖକୁ (୨) SONG CREDITS : * Song :PREMA RA MULA (STUDIO VERSION) * Singer : ANANYA SRITAM NANDA (Ollywood Singer) * Lyrics And Music : SALEM LIMA * Programming & Arrengement :BAPI SAMAL * Camera & Edit : Brother ASISH * Poster Design : SIMIYA DALABEHERA *Production : PRAFULLA NAYAK (PN MUSIC) * Music label :PRAFULLA NAYAK *Special Thanks : AD Odiya, Sanjib ku Badseth, Aratirani Nayak * WhatsApp,Contact :9348779154 _________________________________________ !!* ANTI-PIRACY WARNING *!! This content is copyright to Prafulla Nayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented _________________________________________ #ANANYA_SRITAM_NANDA #ananyanandachristiansongs #humansagarchristiansongs #premaramula #premaramulachristiansong #odiadevotionalsongs #odiaworshipsongs #pnmusic #prafullanayakmusic #prafullanayak #salemlima #bapisamal #subhamsamal #prativastudio Alapa ayusha song new odia christian song new odia christian songs 2022 2022 odia christian song Amit Badanayak christian songs Amit badanayak christian songs 2022 odia christian songs Ananya nanda christian songs Ananya Sritam Nanda all odia songs Ananya nanda all songs Amit Badanayak Ananya nanda Amit Pani christian songs Humane sagar christian songs Asima panda christian songs latest odia christian songs 2022 odia new christian song Ab music christian songs |