♫musicjinni

KHYAMA MU MAGUCHI||ASIMA PANDA||SALEM LIMA||OFFICIAL STUDIO VERSION||2023II

video thumbnail
#gospelmusic #christmasmusic #s_d.music #asimapanda

S. D MUSIC ପ୍ରତ୍ୟେକ ବିଶ୍ବାସୀ ଭାଇ ଭଉଣୀମାନଙ୍କ ନିମନ୍ତେ ଏକ ଅତି ସୁନ୍ଦର ଅନୁତାପ ପୂର୍ଣ୍ଣ ଗୀତ ପ୍ରସ୍ତୁତ କରିଅଛି। ଗୀତକୁ ବହୁତ ସୁନ୍ଦର ଭାବରେ ଗାଇଛନ୍ତି ଆପଣମାନଙ୍କ ପ୍ରିୟ ଗାୟିକା ASIMA PANDA, ଗୀତଟିକୁ ପ୍ରୋଜଯୋନା କରିଛନ୍ତି SIBAJI DIGAL, ଗୀତର ସ୍ବର ସଂଯୋଜନା ଓ ରଚନା କରିଛନ୍ତି ଭାଇ SALEM LIMA , ସଂଗୀତ ପରିଚାଳନା କରିଛନ୍ତି ଭାଇ BAPI SHAMAL ।

ଆଶା କରୁଛୁ ନିଶ୍ଚିତ ଆପଣମାନଙ୍କୁ ଏହି ସୁନ୍ଦର ଅର୍ଥପୂର୍ଣ୍ଣ ଗୀତ ଭଲ ଲାଗିବ ଏବଂ ମନପରିବର୍ତ୍ତନର ଏକ ମାଧ୍ଯମ ହେବ।ଏହି ଗୀତକୁ ଅନ୍ୟମାନଙ୍କ ନିକଟକୁ ଯେପରି ପହଞ୍ଚିବ ସେଥିପାଇଁ ନିଜେ ଶୁଣିବା ସହିତ ଅନ୍ୟମାନଙ୍କୁ SHARE କରିବେ, ଏବଂ COMMENT BOX ରେ ଆପଣମାନଙ୍କ ପ୍ରତିକ୍ରିୟା ରଖିପାରିବେ। ଯଦି ଆମ YOUTUBE▶ CHANNEL ରେ ଆପଣମାନେ ନୂତନ ତେବେ ଆମ YOUTUBE▶ CHANNEL ର 🔔ICON CLICK କରି SUBSCRIBE କରିବେ ଏବଂ ଆଗକୁ ଯେପରି ଆମେମାନେ ସମସ୍ତଙ୍କ ପାଇଁ ଆହୁରି ନୂତନ ଗୀତ ଭେଟୀ ଦେଇ ପାରିବୁ ସେଥି ନିମନ୍ତେ ପ୍ରାର୍ଥନାରେ ତୋଳି ଧରିବେ।
ଧନ୍ଯବାଦ!!

LYRICS
————-

ଭୁଲିଯାଇଚି ×୨ ତୁମରି ପ୍ରେମକୁ
ଭୁଲି ମୁଁ ଯାଇଚି
ମଜ୍ଜିଯାଇଚି ×୨ ଏ ମାୟା ସଂସାରେ
ମଜ୍ଜି ମୁଁ ଯାଇଚି
ତୁମ କ୍ରୁପା ତୁମ ସ୍ନେହ
ଯୀଶୁ ତୁମ ଅନୁଗ୍ରହ
ଜଗତ ଫାନ୍ଦରେ ପଡି ଭୁଲି ମୁଁ ଯାଇଚି
କ୍ଷମା କର ପ୍ରଭୁ କ୍ଷମା କର
ଫେରି ମୁଁ ଆସିଚି କ୍ଷମା ମୁଁ ମାଗୁଚି(୨)

ପାପର ଏ ସଂସାରେ ରହି ମୁଁ ଯେ ପାପରେ
ପାର୍ଥିବ ବିଷୟେ ସଦା ମନ ଦେଇଚି
ଧନର ପ୍ରଲୋଭନେ ଗର୍ବ ଓ ଅହଙ୍କାରେ
ସର୍ବଦା ତୁମକୁ ମୁଁ ଯେ ଭୁଲିଯାଇଚି
ମନ୍ଦ କର୍ମ ଲାଳସାରେ
ଯାଇଛି ମୁଁ ବହୁଦୂରେ
ଜଗତ ଫାନ୍ଦରେ ପଡି ପାପ ମୁଁ କରିଚି
କ୍ଷମା କର ପ୍ରଭୁ କ୍ଷମା କର
ଫେରି ମୁଁ ଆସିଚି କ୍ଷମା ମୁଁ ମାଗୁଚି(୨)

ଭଗ୍ନ ଆତ୍ମା ମୋହର ଗ୍ରାହ୍ଯ ବଳି ତୁମର
ତୁମ୍ଭ ବାକ୍ଯ ମୋତେ ଏହା ଯେ କହୁଅଚି
ଭଗ୍ନ ଓ ଚୁର୍ଣ ମନେ ଆସିଛି ହେ ଚରଣେ
ତୁଛ୍ଛ କରିବନି ମୋତେ ବିଶ୍ବାସ ଅଛି
ଅନୁତାପ ହ୍ରୁଦୟରେ
ଆସିଛି ମୁଁ ତୁମ ଦ୍ବାରେ
ଜଗତ ଫାନ୍ଦରେ ପଡି ଭୁଲ୍ ମୁଁ କରିଚି
କ୍ଷମା କର ପ୍ରଭୁ କ୍ଷମା କର
ଫେରି ମୁଁ ଆସିଚି କ୍ଷମା ମୁଁ ମାଗୁଚି(୨)

SONG CREDITS
---------------------
Singer - ASIMA PANDA
Producer - SIBAJI DIGAL
Music And Lyrics -SALEM LIMA
Music Arrangements - BAPI SHAMAL
Studio – MRR STUDIO CTC
DOP & EDIT - AMBRAM GANTA
Poster - PARSURAM SAGARIA

SPECIAL THANKS
---------------------
SANUJ KUMAR DIGAL
PINKU DIGAL
USHARANI

We S.D Music team would like to glorify God's name and spread the good news to the people through music. So, feel free to contact us for your songs to be produced on our channel to glorify God and share good news. These songs have been made freely downloadable for you all, free of cost. Recording songs both audio and video requires fund, therefore, if you want to bless our ministry, please contact us @sdmusicofficial2022@gmail.com.

Please SUBSCRIBE and Hit the NOTIFICATION BELL to be updated with our latest uploads. Don't forget to LIKE, SHARE and COMMENT.........

Thanks For Watching....

Copyright © S.D MUSIC | All Rights Reserved | Any unauthorized broadcasting, Public Performance, Copying or Rerecording of this content without prior written permission from S.D MUSIC will constitute an infringement of Copyright and serious legal action will be taken against individuals or Organizations who do not have the rights.

KHYAMA MU MAGUCHI||ASIMA PANDA||SALEM LIMA||OFFICIAL STUDIO VERSION||2023II

BHULI JAICHI | NEW ODIA CHRISTIAN SONG | ASIMA PANDA #christianstatus #jesusstatus #jisu #humansagar

(କ୍ଷେମା ମୁଁ ମାଗୁଛି)khayam mu maguchi #shorts #jesus #viral #youtubeshorts #short #shortvideo

Disclaimer DMCA